ବାଣ କାରଖାନାରେ ବିସ୍ଫୋରଣ : ଦୁଇ ଭାଇଙ୍କ ସମେତ ଚାରିଜଣଙ୍କର ମୃତ୍ୟୁ

ଲଖନଉ: ଆଜି ସନ୍ଧ୍ୟାରେ ଉତ୍ତରପ୍ରଦେଶର ସାହାରନପୁରରେ ଏକ ବାଣ କାରଖାନାରେ ବଡଧରଣର ବିସ୍ଫୋରଣ ଘଟିଛି।ଏହି ବିସ୍ଫୋରଣରେ ଜଣେ ନାବାଳିକାଙ୍କ ସମେତ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କାରଖାନାର ଅନେକ ଶ୍ରମିକ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ସମ୍ପର୍କୀୟ ଭାଇ ମଧ୍ୟ ଥିଲେ। ଭୟଙ୍କର ବିସ୍ଫୋରଣରେ ପୂରା କୋଠାଟି ନଷ୍ଟ ହୋଇଯାଇଥିବାବେଳେ ବର୍ତ୍ତମାନ ଅଗ୍ନିଶମ ବାହିନୀ ଗାଡି ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମିଳିଥିବା ସୂଚନା … Continue reading ବାଣ କାରଖାନାରେ ବିସ୍ଫୋରଣ : ଦୁଇ ଭାଇଙ୍କ ସମେତ ଚାରିଜଣଙ୍କର ମୃତ୍ୟୁ